Music Video
Music Video
Credits
PERFORMING ARTISTS
Humane Sagar
Performer
COMPOSITION & LYRICS
Sagar Pradhan
Composer
Puspak Parida
Songwriter
Lyrics
ଝିପିଝିପି ମେଘରେ ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ବୁଝିବାକୁ ଇଛାହେଲା ନାଁ, ଗାଁ ତାର
ପଚାରିଲି କିଏ ତୁ ଲୋ, କଉଠି ତୋ ଘର?
ଚୁପ୍ ରହି ମାରିଦେଲା ହାଏ
ଝିପିଝିପି ମେଘରେ ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ସେଇ ଥରୁଟିଏ ଦେଖାରେ
ଫୁଲ ସାଥେ ହେଲା ଧୋକା ରେ
ଓ, ଦେଇ କିଛି ମିଠା ଇଶାରା
ଚାଲିଗଲା କରି ଏକା ରେ
ସେଇ ଝିଅ ଆଉ ଦିନେ ହେଇଗଲା ଭେଟ
ଆକାଶଟା ଫର୍ଚା ଥିଲା, ନିଛାଟିଆ ବାଟ
ନ ଚିହ୍ନିଲା ପରି ହେଲା ସିଏ
ଝିପିଝିପି ମେଘରେ ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
ଜାଣିଲି ମୁଁ ପ୍ରଥମ ଥର
ସିଏ ସାଙ୍ଗ ଘର ପାଖର
ହେ, ମୋ ସାଙ୍ଗ ଗାଆଁ ଏଥର
ଆଗ ଠାରୁ ଲାଗେ ସୁନ୍ଦର
ଚଗଲି ତା ଓଢ଼ଣୀଟା ପବନରେ ଉଡ଼ି
ଛାତିରୁ ମୋ ହୃଦୟକୁ ନେଇଗଲା କାଢ଼ି
ତା ଆଡେ ମୁଁ ଢ଼ଳି ଢ଼ଳି ଯାଏ
ଝିପିଝିପି ମେଘରେ ଚାଲିଗଲା ଆଗରେ
ସୁକୁମାରୀ ଝିଅଟିଏ
ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ
କେଜାଣି ସେ ଥିଲା କିଏ
Written by: Puspak Parida, Sagar Pradhan