album cover
Rasa Jamudali
3,503
Regional Indian
Rasa Jamudali was released on July 20, 2023 by Sidhya Music as a part of the album Rasa Jamudali - Single
album cover
Release DateJuly 20, 2023
LabelSidhya Music
Melodicness
Acousticness
Valence
Danceability
Energy
BPM124

Credits

PERFORMING ARTISTS
Sandhyarani Pattajoshi
Sandhyarani Pattajoshi
Performer
COMPOSITION & LYRICS
Kamalesh Chakraborty
Kamalesh Chakraborty
Composer
Ratan Pujari
Ratan Pujari
Songwriter

Lyrics

ଲହରି ନନି ମୁଇଁ ଲହରି ଲତା ତୋର୍ ଲାଗି ସଜେଇ ହେଲି ରେ
ଚାଖି ଚାହାନି ମୋର୍ ଗଜ ମୁକୁତା ମହମହ ବାସିଗଲି ରେ
ରସ ଜାମୁଡାଲି ରେ ରସ ଜାମୁଡାଲି (ଏ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ତୋର୍ ଲାଗି ବନ୍ଧର୍ ଘାଟେ ପଇଁରି ହଜାଲି
ତୋର୍ ଲାଗି ଲକ୍ଷେ ଟଙ୍କାର୍ ଝୁମୁରା ଉଡାଲି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ରସ ଜାମୁଡାଲି ହାଏ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ଗଲାର୍ ମାଲି (ତତେ ଗଲାର୍ ମାଲି)
ଏ ରସ ଜାମୁଡାଲି ରେ ରସ ଜାମୁଡାଲି
ସର୍ଗି ଡାଙ୍ଗ ପତ୍ରେ ଭାଙ୍ଗ, ଭଲ୍ ଲାଗସି ରସିଆ ତୁଇ ଦେଲେ ସାଙ୍ଗ
ସର୍ଗି ଡାଙ୍ଗ ପତ୍ରେ ଭାଙ୍ଗ, ଭଲ୍ ଲାଗସି ରସିଆ ତୁଇ ଦେଲେ ସାଙ୍ଗ
ଚାନ୍ଦର୍ ଉଦିଆଁ ଚାହାନି ଚାଖି ମୋର୍ ହସିଟା ତ ଷୁଲ ଅନା
ଗୁଟେ ଚାଉଲେ ଗଢା ମୁଇଁ ସୁନା ମଇନା
ବାଙ୍କ ସିଂଥିଆ ଚକା ବେନିଥି ମୋର୍ ପାନ୍ ପତରିଆ ଚିହ୍ନା
ବାଜେ ଗୁଡର୍ ପାଇଁଝଲ ସତେ ରୁମକୁ ଝୁମାନା
ଚଇତର୍ ମଲ୍ଲି ମୁଇଁ ଭୁଦ ନିଆଲିରେ ଫଗୁନର୍ ବଉଳି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ରସ ଜାମୁଡାଲି ହାଏ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ଡାଲଖାଇ ରେ, ଡାଲଖାଇ ରେ
କୁଆଁରି ଆଖିନେ ସପନ ଭରି ତୋର୍ ପିରତି ଚେହେରା କରେ ବାଉରି
ତୁଇ ତ ଧନ ମନ ବସିଆ
ତୁଇ ତ ଧନ ମନ ବସିଆ ରସିଆ
ରସ ଭମର, ରସ ନାଗର, ମୋର୍ ମନ ଛିଁ କେ ଡାଲଖାଇ ରେ
ମନ ଚାହେଁଲା ମନ ପାଏଲି, ମନଟା ତ ଉସତ ହେସି
ତୁଇ ମୋର୍ କଲା ଭମର, ମୁଇଁ ତୋର୍ ସୁରୁଜମୁଖୀ
ସପ୍ତା ପରି ଆଣିଦେବୁ ରେ ପିନ୍ଧିଥିମି ତୋର୍ ଲାଗି
ଏ ମୋର୍ ପରଦେଶିଆ, ମୁଇଁ ତୋର୍ ଚରନମାଲି
ତୋର ପୀରତିର୍ କଜଲ ମାଖି ମୁଇଁ ହେଲି କଲା କଜଲି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ଏ ରସ ଜାମୁଡାଲି ରେ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ହାଏ, ରସ ଜାମୁଡାଲି ରେ ରସ ଜାମୁଡାଲି
Written by: Kamalesh Chakraborty, Ratan Pujari
instagramSharePathic_arrow_out􀆄 copy􀐅􀋲

Loading...