Music Video

Lachaka mani baby | Official Studio Version | Debesh Pati & Antara Chakraborty | Foresight Plus
Watch {trackName} music video by {artistName}

Featured In

Credits

PERFORMING ARTISTS
Antara Chakraborty
Antara Chakraborty
Performer
Debesh Pati
Debesh Pati
Performer
COMPOSITION & LYRICS
Jn Padma
Jn Padma
Composer
Nirmal Nayak
Nirmal Nayak
Songwriter

Lyrics

ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା ଘର ବାଟେ କରନା ଆଉ ନୃତ୍ୟ-ନାଟିକା ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି ହେ, शोना, ହାଏ ତୁ ସୁନ୍ଦରୀ ମଇନା ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା ହେ, ଗେଣ୍ଡା, ଏତେ ତୁ style ମାରନା ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି ତାନାନା-ନାନା-ତାନାନା ତାନାନା-ନାନା-ତାନାନା ତାନାନା-ନାନା-ତାନାନା ଏ mummy, ଟୋକାଟା ହତାଶ ପ୍ରେମୀ ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି ହେ, ମଣି, ଶୁଣାଣି ଏତେ କାହାଣୀ ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ? ହଁ, ଲଚକମଣି baby ରେ, girlfriend ତୋର ହେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
Writer(s): Jn Padma Lyrics powered by www.musixmatch.com
instagramSharePathic_arrow_out