album cover
Manata Mandale
Religious
Manata Mandale was released on March 4, 2000 by Tips Industries Ltd as a part of the album Amrit Dhara
album cover
Release DateMarch 4, 2000
LabelTips Industries Ltd
Melodicness
Acousticness
Valence
Danceability
Energy
BPM171

Music Video

Music Video

Credits

PERFORMING ARTISTS
Chitta Jena
Chitta Jena
Performer
PRODUCTION & ENGINEERING
Tips Industries Ltd
Tips Industries Ltd
Producer

Lyrics

ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ପୁତ୍ର ମୋର, କନ୍ୟା ମୋର, ଭାର୍ଯ୍ୟା ତ ମୋହର
କିଏ କାହାର ତୁ ମିଛେ ହେଉ ମୋର ମୋର
ପୁତ୍ର ମୋର, କନ୍ୟା ମୋର, ଭାର୍ଯ୍ୟା ତ ମୋହର
କିଏ କାହାର ତୁ ମିଛେ ହେଉ ମୋର ମୋର
ମନ ରେ, ମନ ରେ
ମଲେ ତତେ ଛୁଇଁବେନି ମଡା କହି
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ମୁଣ୍ଡ ଝାଳ ତୁଣ୍ଡେ ମାରି ଧନ ତୁ ଅର୍ଜିଲୁ
ଅଧିକରୁ ଅଧିକ ତୁ ଆପେ ଆବରିଲୁ
ମୁଣ୍ଡ ଝାଳ ତୁଣ୍ଡେ ମାରି ଧନ ତୁ ଅର୍ଜିଲୁ
ଅଧିକରୁ ଅଧିକ ତୁ ଆପେ ଆବରିଲୁ
ମନ ରେ, ମନ ରେ
ନ ଭାବିଲୁ ଶେଷେ ଲୋଡ଼ା ଚାରି ହାତ ଭୂଇଁ
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ମୁହେଁ ତୋର ନିଆଁ ଦେଇ ଦଶ ଦିନ ପାଳି
ପିଣ୍ଡ ଦେଇ ସୁଧି ହେଲେ ସବୁ ଯିବେ ଭୁଲି
ମୁହେଁ ତୋର ନିଆଁ ଦେଇ ଦଶ ଦିନ ପାଳି
ପିଣ୍ଡ ଦେଇ ସୁଧି ହେଲେ ସବୁ ଯିବେ ଭୁଲି
ମନ ରେ, ମନ ରେ
ସବୁ ହେବେ ପର ଏକା ନିଜର ତ ସେଇ
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
Written by: Prafulla Kar, Sibu
instagramSharePathic_arrow_out􀆄 copy􀐅􀋲

Loading...