Credits
PERFORMING ARTISTS
Aseema Panda
Performer
Bunty R Samal
Performer
COMPOSITION & LYRICS
Asad Nizam
Composer
Ranjan Nayak
Lyrics
PRODUCTION & ENGINEERING
Sai pratap music
Producer
Lyrics
ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
Daily-daily ନୁଆଁ चिड़िया ଦେଖି ଦାନା ପକଉଛ
ହଁ, ଉପରକୁ ସାଧା-ସିଧା ସଫିଆଟେ ଦିଶୁଛ
ବଡ଼-ଲୋକିଆ ଶଶୁର ଦେଖି ଝିଅ ପଟଉଛ
ୟା'କୁ ଡାକୁଚ ବାବୁ-ବାବୁ, ତାକୁ ଡାକୁଚ शोना
ୟା'କୁ ଡାକୁଚ baby-baby, ତାକୁ ଡାକୁଚ ମାମା
ବାପାର ଗାଡ଼ି, ବାପାର ତେଲ, ଝିଅ ଧରିକି ଖାଲି ବୁଲିଲ
ଲାଗୁଛ ଭାରି ଅଜବ
(ଓ ମା'ଗୋ ଟୁରୁ ଲବ୍)
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁ-ଟୁରୁ-ଟୁରୁ, ଟୁ-ଟୁରୁ-ଟୁରୁ, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
(ଓ ମା'ଗୋ ଟୁରୁ ଲବ୍)
ସବୁ ଝିଅଙ୍କୁ କହୁଛ, "ତମେ ପ୍ରଥମ-ପ୍ରେମ ମୋର"
Shirt ପରି heart ତମ ବଦଳେ ୧୦୦ ଥର
(Hello ମିନି, ତୁଇ ମୋତେ ଆଜି କାଇଁ ସକାଳେ କାଇଁ "good morning wish" କରିନୁ?)
(ଆଜିଠୁ ମୋତେ call କି message କରିବୁନୁ)
(Break-up!)
ହାଁ, ଗୋଟିଏରେ ଜମା ମନ ଭରୁନି
ଏଡ଼େ ଅଳିଆ ତୁମେ
ବିନା କାରଣରେ break-up କର
ସିଆଣ ମନେ-ମନେ
ଆଗେ-ଆଗେ ଭାରି care କରି
କରୁଚ କେତେ ଲୀଳା
ନୁଆଁ ଆଉ କିଏ ମିଳିଗଲେ ତ
ବୁଡ଼େଇ ଦିଅ ଭେଳା
ଘରେ ନପଶୁଣୁ ବାଜୁଛି ଚାଳ
ସେତିକିରେ କେତେ କରୁଛ ଖେଳ
ତମେ ତ ବେହିସାବ
(ଓ ମା'ଗୋ ଟୁରୁ ଲବ୍)
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁ-ଟୁରୁ-ଟୁରୁ, ଟୁ-ଟୁରୁ-ଟୁରୁ, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
(ଓ ମା'ଗୋ ଟୁରୁ ଲବ୍)
କୋଟିପତିର ଝିଅ ଉପରେ ନଜର ତମ ଥାଏ
ଫୁସୁଲେଇକି ଫସେଇଦିଅ ଆଖି ଆଖିରେ ହାଏ
(ଆଁ! ଫୁସୁଲେଇ ଦଉଛୁ ନା ଆଉ କିରା କରୁଛୁ ମ)
(ଆମ ଭବିଷ୍ୟତ କିନ୍ତି settle ହବ ଆମେ ସେଟା ଚିନ୍ତା କରିବୁନି?)
ଆମ ଧନରେ ओऐश କରି ଆମକୁ କର ଖୋଳ
ସୁବିଧା ଦେଖି ଖସିଯାଉଛ ଆସିଲେ ବାହା-ବେଳ
ଆଜିକାଲିକା ଟୋକାଙ୍କୁ ମୋର ପ୍ରେମରେ ନାହିଁ ଧଡ଼ି
ଧ' କହିଲେ ମାଡ଼ିବସୁଛ ଯେମିତି ନଈବଢ଼ି
ସବୁ ଛକରେ lover ରଖି
ପ୍ରେମ କରୁଛ ଚାଖି-ଚାଖି
ସତେକି fashion-show?
(ଓ ମା'ଗୋ ଟୁରୁ ଲବ୍)
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
ଓ ମା'ଗୋ ଟୁ-ଟୁରୁ-ଟୁରୁ, ଟୁ-ଟୁରୁ-ଟୁରୁ, ଟୁରୁ ଲବ୍
ଓ ମା'ଗୋ ଟୁରୁ ଲବ୍, ଟୁରୁ ଲବ୍, ଟୁରୁ ଲବ୍
Written by: Asad Nizam, Ranjan Nayak

