Music Video
Music Video
Credits
PERFORMING ARTISTS
Pratham Kumbhar
Performer
Kiran Dash
Performer
Wetno
Performer
COMPOSITION & LYRICS
Wetno
Composer
Alok Tripathy
Lyrics
PRODUCTION & ENGINEERING
Suriya Music
Producer
Lyrics
ନୂଆ hero ଦେଖିକରି
ହସି ଦେସୁ ମୁଲ୍ କରି
ନୂଆ hero ଦେଖିକରି
ହସି ଦେସୁ ମୁଲ୍ କରି
ଆମକେ ହେଲେ ଦେଖତ ଟିକେ ଘାଏ ରେ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ସୁନ୍ଦରୀ ତୁଇ ଲୋ ବଡେ ଫୁଲେଇ
ମୁହଁ ମୁଡ଼ି ଦିଲକେ ଦେସୁ ଜଲେଇ
ଆଖିନେ ଅଛେ ଗୋ କାଏଁ ରସ ଯେ
ଦଉଡ଼ି ଦଉଡ଼ି ମୁଇଁ ଆଏସି ପଲେଇ
ସୁନ୍ଦରୀ ତୁଇ ଲୋ ବଡେ ଫୁଲେଇ
ମୁହଁ ମୁଡ଼ି ଦିଲକେ ଦେସୁ ଜଲେଇ
ଆଖିନେ ଅଛେ ଗୋ କାଏଁ ରସ ଯେ
ଦଉଡ଼ି ଦଉଡ଼ି ମୁଇଁ ଆଏସି ପଲେଇ
ନାଇଁ କହନ ଆଉ ବେଶି
ପାଗଲାପନ ଛେ ଲାଗସି
ଲାଲ୍ ମିର୍ଚ୍ଚା ରିସମି ହସ କାଏଁ ରେ?
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ରଖିବା ମତେ ଯେ जान ବନେଇ
ହେନ୍ତା ପିଲାଟେ ଚାହେଁସି ମୁଇଁ
ନଖରା ମୋର୍ ସବୁ ସହିବ ସେ
ପାରବୁ ବେଲେ କହ ମୁଡେ ବସେଇ
ରଖିବା ମତେ ଯେ जान ବନେଇ
ହେନ୍ତା ପିଲାଟେ ଚାହେଁସି ମୁଇଁ
ନଖରା ମୋର୍ ସବୁ ସହିବ ସେ
ପାରବୁ ବେଲେ କହ ମୁଡେ ବସେଇ
ଦୁଲକି ଯିବା ଢୋଲ୍ ମହୁରୀ
ରାନୀ କରି ଆନବି ଗୁରି
ଦିନ୍ ଗନିଗନି ସମୟ ମୋର୍ ଯାଏ ରେ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
ଚମେଲି ହାଏ-ହାଏ
ଏ ଚମେଲି ହାଏ, ହାଏ, ହାଏ
Written by: Alok Tripathy, Wetno


![Watch chameli hai hai 20.[coverdance video]#chamelidancestudio#vairalvideos#trendingsong #youtubechannel on YouTube Watch chameli hai hai 20.[coverdance video]#chamelidancestudio#vairalvideos#trendingsong #youtubechannel on YouTube](https://i.ytimg.com/vi/1d4I8Sz4khA/maxresdefault.jpg)