album cover
Aaina
2,352
World
Aaina was released on July 29, 2026 by Babu Bhai Production as a part of the album Aaina - Single
album cover
Release DateJuly 29, 2026
LabelBabu Bhai Production
Melodicness
Acousticness
Valence
Danceability
Energy
BPM

Credits

PERFORMING ARTISTS
Humane Sagar
Humane Sagar
Vocals
Aseema Panda
Aseema Panda
Vocals
Sandeep Panda
Sandeep Panda
Music Director
COMPOSITION & LYRICS
Sandeep Panda
Sandeep Panda
Songwriter, Composer
PRODUCTION & ENGINEERING
Babu Bhai Production
Babu Bhai Production
Producer

Lyrics

ଆଇନା ଆଗରେ ତୋ' ପ୍ରତିଛବି ରଖି ମୁଁ
କାହିଁକି ଭାବେ ଏତେ, କହି ପାରିବୁ କି ତୁ?
ହୋ, ଆଇନା ଆଗରେ ତୋ' ପ୍ରତିଛବି ରଖି ମୁଁ
କାହିଁକି ଭାବେ ଏତେ, କହି ପାରିବୁ କି ତୁ?
ରାତି ରାତି ଚେଇଁ ଆଖି, ଚାହିଁ ରହିଛି ଏ ସାଥି
ବରଗଛ ଛାଇ ତଳେ ଛୁଇଁଦବୁ କେବେ ଆସି
କହିବି ନା ନ କହିବି? କହିବି, ନକହି ବି ରହି ହଉନାହିଁ
ନୂଆ-ନୂଆ ପ୍ରେମରେ ପଡ଼ିଛି, ମୁଁ ମୁରୁକି ମୁରୁକି କାଇଁ ହସେ?
ଚାଲୁଚାଲୁ ଏବେ ଝୁଣ୍ଟି ପଡ଼ୁଛି, ତୋ' ମୁହଁ ସବୁଠି ଦିଶେ
ନୂଆ-ନୂଆ ପ୍ରେମରେ ପଡ଼ିଛି, ମୁଁ ମୁରୁକି ମୁରୁକି କାଇଁ ହସେ?
ଚାଲୁଚାଲୁ ଏବେ ଝୁଣ୍ଟି ପଡ଼ୁଛି, ତୋ' ମୁହଁ ସବୁଠି ଦିଶେ
ତୋ' ଗାଁ ମନ୍ଦିରରେ ଲୁଚି ବସିଥିବି ମୁଁ
ସାଙ୍ଗ ସାଥେ ଗପି-ଗପି, ହଁ, ଯେବେ ଆସିଥିବୁ ତୁ
ଭାବେ ମୁଁ ଯିବି କି, କହିବି, ନକହି ବି ରହି ହଉନାହିଁ
ପୁନେଇ ଜହ୍ନ ଆଲୁଅ ପଡ଼ିବ ପଡ଼ିବ ହଉଥିଲା ସେ ରାତି
ମୁଁ ଯାଇଥିଲି ପ୍ରିୟା ପାଖକୁ ମୋ କଥା କହିବାକୁ ଏମିତି
ହୋ, ପୁନେଇ ଜହ୍ନ ଆଲୁଅ ପଡ଼ିବ ପଡ଼ିବ ହଉଥିଲା ସେ ରାତି
ମୁଁ ଯାଇଥିଲି ପ୍ରିୟା ପାଖକୁ ମୋ କଥା କହିବାକୁ ଏମିତି
ଟିକିଲି ନାଇଲା ବେଳେ ଆଇନା ପଛେ ଦେଖେ
ଭାବିଲି ଭାବୁଛି ହେଲେ ମୁଁ କି ଜାଣେ ତୋ' ସାଥେ
ଆସିଛୁ ନା ନଆସିବୁ, ଏମିତି ଭାବୁ-ଭାବୁ କହିଦେଲୁ ତୁ
ଭଲପାଏ ତତେ ମୁଁ, ହଁ, ଭଲପାଏ ତତେ ମୁଁ
ତୋ' ବିନା କାହାକୁ ବି ଦେଖି ପାରେନାହିଁ ମୁଁ
Written by: Sandeep Panda
instagramSharePathic_arrow_out􀆄 copy􀐅􀋲

Loading...