Benzer Şarkılar
Krediler
PERFORMING ARTISTS
Udit Naryan
Performer
Era Mohanty
Performer
COMPOSITION & LYRICS
Abhijit Mazumdar
Composer
Dr. Nirmal Nayak
Songwriter
Şarkı sözleri
ତୋ ପାଖେ ମୋର ମନ ହଜେଇ
ମୋ ପାଖେ ଖୋଜେ କାଇଁ ମୁଁ? ମୁଁ? ମୁଁ?
ଆଜି ବୁଝିଲି ପ୍ରେମର ମାନେ
କି ଯାଦୁ କରିଦେଲୁ ତୁ? ତୁ? ତୁ?
ହୋ, ଯାଯାବର ମୁଁ ଭଅଁର ଟିଏ
କେଉଁ ଫୁଲ ମୋର ନିଜର ହାଏ?
ଆଜି ଯାଏଁ ଜାଣିନାହିଁ ମୁଁ
ତାରେରୁ, ତାରେରୁ
I am in love with you
I am in love with you
ହଁ, ତାରେରୁ, ତାରେରୁ
I am in love with you
I am in love with you
ହୁଁ, ତୋ ପାଇଁକି ସତେ ଘର ବାଟେ ମୋର
ପ୍ରେମଋତୁ ଗାଉଛି ଗୀତ
ହଁ, ତୋ ପାଇଁକି ସତେ ଘର ବାଟେ ମୋର
ପ୍ରେମଋତୁ ଗାଉଛି ଗୀତ
ସେହି ଗୀତ ଆଜି କହେ ମୋ କାନରେ
ତୁ ମୋର ମନର ମିତ
ହୋ, ବାଟ ଭୁଲା ମୁଁ ଚଢ଼େଇଟିଏ
ଡାକି ନବ ମତେ ପାଖକୁ କିଏ?
ଆଜି ଯାଏଁ ଜାଣିନାହିଁ ମୁଁ
ହୋ-ହୋ, ତାରେରୁ, ତାରେରୁ
I am in love with you
I am in love with you
ହଁ, ତାରେରୁ, ତାରେରୁ
I am in love with you
I am in love with you
ଏମିତି ତୋ ପ୍ରେମ ଛୁଇଁଦେଲା ମତେ
ମୋର ତୋଠି ପାଦ ଖସୁଛି
ହୋ, ଏମିତି ତୋ ପ୍ରେମ ଛୁଇଁଦେଲା ମତେ
ମୋର ତୋଠି ପାଦ ଖସୁଛି
ତୋରି କଥାକୁ ଭାବିଦେଲେ ହାଏ
ସପନରେ ମୁଁ ଭାସୁଛି
ହୋ, ଭସାମେଘ ଏଇ ଜୀବନ ମୋର
କାହା ସପନରେ ତୋଳିବି ଘର?
ଆଜି ଯାଏଁ ଜାଣିନାହିଁ ମୁଁ
ହା-ହା, ତାରେରୁ, ତାରେରୁ
I am in love with you
I am in love with you
ହୁଁ, ତାରେରୁ, ତାରେରୁ
I am in love with you
I am in love with you
Writer(s): Abhijit Mazumdar, Dr. Nirmal Nayak
Lyrics powered by www.musixmatch.com