音乐视频

制作

出演艺人
Pranab Kishore Patnaik
Pranab Kishore Patnaik
表演者
H. P. Gita
H. P. Gita
表演者
作曲和作词
Upendra Kumar
Upendra Kumar
作曲
Natyashree Raghunath Mishra
Natyashree Raghunath Mishra
词曲作者

歌词

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ମନେ-ମନେ ଯା'ର ଛବି ମୁଁ ଆଙ୍କିଛି ମନେ-ମନେ ଯା'ର ଛବି ମୁଁ ଆଙ୍କିଛି ସେହି ପ୍ରିୟା ତୁମେ ସୁନ୍ଦର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ତୁମରି ସୁଷମା ଚନ୍ଦ୍ର ନେଇଛି ତୁମରି ରଙ୍ଗ ଚାନ୍ଦିନୀ ମାଖିଛି ତୁମରି ସୁଷମା ଚନ୍ଦ୍ର ନେଇଛି ତୁମରି ରଙ୍ଗ ଚାନ୍ଦିନୀ ମାଖିଛି ତୁମରି ହସର ଝଲକକୁ ନେଇ ତୁମରି ହସର ଝଲକକୁ ନେଇ ବିଜୁଳିର ରୂପ ସମ୍ଭାର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ଆହା ପ୍ରିୟତମା, ତୁମେ ଅନୁପମା ପୂଜୁଛି ତୁମକୁ ମନ୍ଦିରେ ମନ ଆହା ପ୍ରିୟତମା, ତୁମେ ଅନୁପମା ପୂଜୁଛି ତୁମକୁ ମନ୍ଦିରେ ମନ ତୁମେ ମୋ ଦେବତା, ତୁମେ ମୋର ପ୍ରାଣ ତୁମେ ମୋ ଦେବତା, ତୁମେ ମୋର ପ୍ରାଣ ତୁମ ବିନା ସବୁ ଅନ୍ଧାର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି ସେହି ପ୍ରିୟା ତୁମେ ସୁନ୍ଦର ମନେ-ମନେ ଯାର ଛବି ମୁଁ ଆଙ୍କିଛି ମନେ-ମନେ ଯାର ଛବି ମୁଁ ଆଙ୍କିଛି ସେହି ପ୍ରିୟା ତୁମେ ସୁନ୍ଦର ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି (ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି) ସେହି ପ୍ରିୟା ତୁମେ ସୁନ୍ଦର (ସେହି ପ୍ରିୟା ତୁମେ ସୁନ୍ଦର) ସେହି ପ୍ରିୟା ତୁମେ ସୁନ୍ଦର (ସେହି ପ୍ରିୟା ତୁମେ ସୁନ୍ଦର) ସେହି ପ୍ରିୟା ତୁମେ ସୁନ୍ଦର (ସେହି ପ୍ରିୟା ତୁମେ ସୁନ୍ଦର)
Writer(s): Upendra Kumar, Natyashree Raghunath Mishra Lyrics powered by www.musixmatch.com
instagramSharePathic_arrow_out