音乐视频
Pranab Kishore Patnaik 的热门歌曲
制作
出演艺人
Pranab Kishore Patnaik
表演者
作曲和作词
Prafulla Kar
词曲作者
歌词
ମାଝୀରେ...
ଶେଷ ଶ୍ରାବଣ, ପୂରୁବା ପବନ, ବହି ଯାଏ, ମାଝୀରେ
ଝୁରେ ରାଇ ପରାଣ
ମାଝୀରେ...
ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ
ଆପଣାର ବୋଲି ଭାବି ମନେ-ମନେ ସେ ଯେ ଗଲା ଧାଇଁ
କହ ରେ ମାଝୀ, କିଏ ବା ଆଜି ବୁଝେ ତାର ମନ?
ଭଲାବିହି ହେଲା ବାମ
ଝୁରେ ରାଇ ପରାଣ
ମାଝୀରେ...
ଜାଣେନା ସେ କିଏ ପର ଏଠି, କିଏ ପୁଣି ଆପଣାର
କିଏ ତାର ପରବାସ ପୁଣି, କାହିଁ ଅବା ନିଜ ଘର?
କହ ରେ ମାଝୀ, କିଏ ବା ଆଜି ବୁଝେ ତାର ମନ?
Writer(s): Prafulla Kar
Lyrics powered by www.musixmatch.com