音乐视频

音乐视频

制作

出演艺人
Arabinda Muduli
Arabinda Muduli
表演者
作曲和作词
Arabinda Muduli
Arabinda Muduli
作曲

歌词

ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ମହାଚଣ୍ଡି, ମହାକାଳୀ
ମହାଚଣ୍ଡି, ମହାକାଳୀ
ଦେବୀ କୁଣ୍ଡଳିନୀ
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ସଂକରି ବରଦା ମାତ, ଶୁଭଙ୍କରି ବିଶ୍ୱ ମାତ
ଚଉଦ ଭୁବନେ ମା ଗୋ, ଉଡୁଛି ତୋହରି ଛତ୍ର
ସଂକରି ବରଦା ମାତ, ଶୁଭଙ୍କରି ବିଶ୍ୱ ମାତ
ଚଉଦ ଭୁବନେ ମା ଗୋ, ଉଡୁଛି ତୋହରି ଛତ୍ର
ସତ୍ୟ, ଶାନ୍ତି, ଦୟା, କ୍ଷମା
ସତ୍ୟ, ଶାନ୍ତି, ଦୟା, କ୍ଷମା
ଶିଳା ଗୋ ଜନନୀ
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
କାମେଶ୍ୱରୀ ଭଦ୍ରାକାଳୀ, ରାମଚଣ୍ଡି ଭଗବତୀ
ଚର୍ଚ୍ଚିକାଇ ମଣି ନାଗ, ତୁହି ଅଗତିର ଗତି
କାମେଶ୍ୱରୀ ଭଦ୍ରାକାଳୀ, ରାମଚଣ୍ଡି ଭଗବତୀ
ଚର୍ଚ୍ଚିକାଇ ମଣି ନାଗ, ତୁହି ଅଗତିର ଗତି
ଉଭାଶାଳ ନାମେ ଖ୍ୟାତ
ଉଭାଶାଳ ନାମେ ଖ୍ୟାତ
ଘଟଗାଁ ବାସିନୀ
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
କାହିଁ କେତେ ଦୂରୁ ମା ଗୋ ଆସିଛି ତୋ ଚରଣେ
ଖାଲି ହାତେ ଯିବା ପାଇଁ ଆସିନି ତୋ ଚରଣେ
କାହିଁ କେତେ ଦୂରୁ ମା ଗୋ ଆସିଛି ତୋ ଚରଣେ
ଖାଲି ହାତେ ଯିବା ପାଇଁ ଆସିନି ତୋ ଚରଣେ
ତୋର ପରସାଦ ପାଇ
ତୋର ପରସାଦ ପାଇ
ଫେରିଯିବି ଜନନୀ
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ମହାଚଣ୍ଡି, ମହାକାଳୀ
ମହାଚଣ୍ଡି, ମହାକାଳୀ
ଦେବୀ କୁଣ୍ଡଳିନୀ
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ନମ ନମ ଯୋଗମାୟା ପତିତ ତାରିଣୀ
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
ଶିବ ପ୍ରିୟା ସାକମ୍ବରି ଦେବୀ ତ୍ରିନୟନି
Written by: Arabinda Muduli
instagramSharePathic_arrow_out

Loading...