音乐视频

Aji Akase Ki Ranga Lagila - Romantic Film Song | Udit Narayan, Nibedita | Anubhab,Archita | Sidharth
观看 {artistName} 的 {trackName} 音乐视频

制作

出演艺人
Udit Narayan
Udit Narayan
表演者
Namita Agrawal
Namita Agrawal
表演者
Nibedita
Nibedita
表演者
Anubhab
Anubhab
演员
作曲和作词
Bikash Das
Bikash Das
作曲
Arun Mantri
Arun Mantri
作词

歌词

ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଧୀରେ-ଧୀରେ କିଏ ସେ ଛୁଇଁ ଦେଇଗଲା? ଧୀରେ-ଧୀରେ କିଏ ସେ ମନ ଚୋରି କଲା? ଧୀରେ-ଧୀରେ କିଏ ସେ ଛୁଇଁ ଦେଇଗଲା? ଧୀରେ-ଧୀରେ କିଏ ସେ ମନ ଚୋରି କଲା? ସକାଳୁ-ସକାଳୁ ଆଖି ଖୋଲୁ-ଖୋଲୁ ସକାଳୁ-ସକାଳୁ ଆଖି ଖୋଲୁ-ଖୋଲୁ ଏ ଦୁନିଆଟା ଲାଗେ ରଙ୍ଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆକାଶରେ ନାହିଁ ମେଘ, ନାହିଁ ଆଜି ଝଡ଼ ଆଖିରେ ତା ଅସୁମାରି ସପନର ଭିଡ଼ ହୋ, ଆକାଶରେ ନାହିଁ ମେଘ, ନାହିଁ ଆଜି ଝଡ଼ ଆଖିରେ ତା ଅସୁମାରି ସପନର ଭିଡ଼ ସପନର ସୁନାପକ୍ଷୀ ଝାଡ଼ି ସୁନାପର ଉଡ଼ି-ଉଡ଼ି କହେ ସାରା ଆକାଶଟା ମୋର, ଆକାଶଟା ମୋର ଧୀରେ-ଧୀରେ ସପନେ ଯିଏ ଦେଖା ହେଲା ଧୀରେ-ଧୀରେ ସତରେ ସିଏ ସାଥୀ ହେଲା ତା'ରି ସାଥୀରେ ବାଟ ଚାଲୁ-ଚାଲୁ ତା'ରି ସାଥୀରେ ବାଟ ଚାଲୁ-ଚାଲୁ ଏ ବାଟ ସାରା ଫୁଲ ଫୁଟିଲା ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ହେହେ-ହେହେ-ହେହେ-ହେ ଲାଲା-ଲାଲା-ଲାଲା-ଲା ସାରେଗାରେ-ଗାପା-ଗାରେ-ସାନି-ପାସା ସାରେଗାରେ-ଗାପା-ଗାରେ-ସାନି-ପାରେ ମାଟି ଲାଗେ ମୋତି ପରି, ଖରା ଲାଗେ ହୀରା ପ୍ରେମର ଏ ପାଗ ଆଜି ସତେ ସୁନାଝରା ହଁ, ମାଟି ଲାଗେ ମୋତି ପରି, ଖରା ଲାଗେ ହୀରା ପ୍ରେମର ଏ ପାଗ ଆଜି ସତେ ସୁନାଝରା ସୁନାଝରା ସୁରୁଜରେ ସାତ ରଙ୍ଗ ଭରା ସେଇ ରଙ୍ଗ ଲାଗିଥିବ ଜୀବନଟା ସାରା, ଜୀବନଟା ସାରା ଧୀରେ-ଧୀରେ ଆଖିରେ ଗପ ଲେଖାହେଲା ଧୀରେ-ଧୀରେ ଓଠରେ ଗୀତ ଝରିଗଲା ସେଇ ଗୀତ ଦୁଇ ହୃଦୟକୁ ଛୁଇଁ ସେଇ ଗୀତ ଦୁଇ ହୃଦୟକୁ ଛୁଇଁ ଏ ଜୀବନକୁ କରିଲା ସୁରିଲା ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା? ଆଜି ଆକାଶେ କି ରଙ୍ଗ ଲାଗିଲା?
Writer(s): Mantri Kumar, Das Bikash Lyrics powered by www.musixmatch.com
instagramSharePathic_arrow_out