音乐视频

Sunjara Sunjara - Official Full Video | Prem Kumar | Anubhav, Sivani, Humane, Ananya
观看 {artistName} 的 {trackName} 音乐视频

制作

出演艺人
Humane Sagar
Humane Sagar
表演者
Ananya Sritam Nanda
Ananya Sritam Nanda
表演者
Anubhav Mohanty
Anubhav Mohanty
演员
Sivani Sangita
Sivani Sangita
演员
Tapas sargharia
Tapas sargharia
指挥
作曲和作词
Prem Anand
Prem Anand
作曲
Basant Raj Samal
Basant Raj Samal
作词
制作和工程
Tarang Cine Productions
Tarang Cine Productions
视频制作人

歌词

सुन ज़रा, सुन ज़रा सिल-सिल ତୋ ଚେହେରା ତୋ ପାଇଁ, ତୋ ପାଇଁ ନିଦ ନାହିଁ ରାତିସାରା ହୋ-ହୋ-ହୋ ହୋ-ହୋ-ହୋ सुन ज़रा, सुन ज़रा सिल-सिल ତୋ ଚେହେରା ତୋ ପାଇଁ, ତୋ ପାଇଁ ନିଦ ନାହିଁ ରାତିସାରା ସପନରେ ତୁ ଆସି ଏମିତି ତୁ ଗଲୁ ମିଶି ଛିଡ଼ିଗଲା-ଛିଡ଼ିଗଲା-ଛିଡ଼ିଗଲା-ଛିଡ଼ିଗଲା ମୋ ଗଜରା ହୋ-ହୋ-ହୋ (ହୋ-ହୋ-ହୋ) ହୋ-ହୋ-ହୋ (ନା-ନା-ନା) (ନା-ନା-ନା) (ନା-ନା-ନା) ତତେ ଦେଖିଦେଲା ପରେ କାହାକୁ ମୁଁ ଦେଖିନାହିଁ, ଦେଖିନାହିଁ ତତେ ପାଇଗଲା ପରେ ଆଉ କିଛି ଖୋଜିନାହିଁ, ଖୋଜିନାହିଁ ହୋ, सुन ज़रा, सुन ज़रा नमकीन ତୋ ନଖରା ତୋ ପାଇଁ, ତୋ ପାଇଁ ମେଘଟୋପା ମୋତିଝରା ସାରା ରାତି ଚେଇଁବାକୁ ଭାବନା ରେ ରହିବାକୁ ମିଳିଗଲା-ମିଳିଗଲା-ମିଳିଗଲା-ମିଳିଗଲା ତୋ ଆସରା ହୋ-ହୋ-ହୋ (ହୋ-ହୋ-ହୋ) ହୋ-ହୋ-ହୋ (ତାରା-ତା-ତା-ନାନା) (ତାରା-ତା-ତା-ନାନା) (ନା-ନା-ନା) ତତେ କଥାଦେଲା ପରେ ଆଉ କିଛି କଥାନାହିଁ, କଥାନାହିଁ ତତେ ବୁଝିଗଲା ପରେ ଅବୁଝା ତ କିଛିନାହିଁ, କିଛିନାହିଁ सुन ज़रा, सुन ज़रा सिम-सिम ତୋ ଚେହେରା ତୋ ପାଇଁ, ତୋ ପାଇଁ ଜୀବନଟା ଭରାଭରା ଭଲପାଇ ଗଲାପରେ ମୁଁ ନାହିଁ ମୋ ପାଖରେ ଝୁମେଇଲା-ଝୁମେଇଲା-ଝୁମେଇଲା-ଝୁମେଇଲା ତୋ ଇଶାରା ହୋ-ହୋ-ହୋ (ହୋ-ହୋ-ହୋ) ହୋ-ହୋ-ହୋ (ହୋ-ହୋ-ହୋ)
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out