album cover
Sei Barsa
3
Indian Pop
Sei Barsa 由 One Digital Marketing Services 于 2019年7月12日 发行,作为专辑“Sei Barsa - Single”的一部分。
album cover
发行日期2019年7月12日
唱片公司One Digital Marketing Services
旋律性
不插电
Valence
舞蹈性
能量
BPM95

制作

出演艺人
Tilak Chakraborty
Tilak Chakraborty
领唱

歌词

ଏବେ ବର୍ଷା ହେଲେ
ପ୍ରିୟା ଝରକା ଖୋଲେ
ଏବେ ବର୍ଷା ହେଲେ
ପ୍ରିୟା ଝରକା ଖୋଲେ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ଅଜଣା ସେ ଅନାମିକା, ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲି ପାଖା-ପାଖି
ନଜର ନଥିଲା କେଉଁ ଆଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
କିଛି ଲାଜ, କିଛି ଡ଼ର
ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର
କିଛି ଲାଜ, କିଛି ଡ଼ର
ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର
ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି
ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି
ଏତେ ବଡ଼ ବର୍ଷା ରାତି
ତା ଦେହରେ ଏତେ ତାତି
ସିଏ କି ସହଜେ ହାତ ଛାଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ଅଜଣା ସେ ଅନାମିକା, ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲି ପାଖା-ପାଖି
ନଜର ନଥିଲା କେଉଁ ଆଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ମନେପଡ଼େ, ମନେପଡ଼େ
ମନେପଡ଼େ, ମନେପଡ଼େ
Written by: Alekh Biswal
instagramSharePathic_arrow_out􀆄 copy􀐅􀋲

Loading...