音樂影片

音樂影片

積分

演出藝人
Satajeet Pradhan
Satajeet Pradhan
演出者
Somalin
Somalin
演出者
Asad Nizam
Asad Nizam
演出者
詞曲
Asad Nizam
Asad Nizam
詞曲創作

歌詞

ଭରଷା ଆଉ କେତେ କରିବି?
ବିଶ୍ୱାସ ଆଉ ନାହିଁ ମୋର
ମନକୁ କେମିତି କହିବି?
ସ୍ପନ୍ଦନ ତୁ ଥିଲୁ ମୋର
ଦେହ ମୋର ଯେ ମାଟିର, କାଚର ହୃଦୟ
ଭାଙ୍ଗିଗଲେ ଦେଖାଯିବ ଚେହେରା ତୋର
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ମନେପଡ଼େ ଯେବେ ସେ କଥା
ବର୍ଷାରେ ଓଢ଼ଣୀ ସହର
ଓଦା ଓଦା ରାସ୍ତାରେ ଚାଲି
ବୁଝି ପାରିଲିନି ଇଶାରା
ଝୁଣ୍ଟି ଝୁଣ୍ଟି ମୁଁ ଚାଲୁଛି
ବାଟ ଖୋଜି ପାଉନି ମୁଁ
ମାନୁନି ମୋର ଏ ମନ ବିଚରା
ଫେରି ଆସିବୁ ତୁ ଦିନେ ମୋ ମନ କହୁଛି
ଦିନ, ରାତି ମୁଁ ସ୍ୱପ୍ନରେ ତତେ ହିଁ ଖୋଜୁଛି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଋଷିଛି ମୋ ଭାଗ୍ୟ କାହିଁକି?
ଆଖି ଲୁହ ସୁଖୀ ଯାଇଛି
କହିଥିଲୁ ରହିବା ମିଶି
ଏବେବି ମୁଁ ଏକା ରହିଛି
ମୋ ପ୍ରେମର କାହାଣୀ ତୁ
ଭୁଲି ସବୁ ଫେରିଆ ତୁ
ନଆସିଲେ ଏଇ ପ୍ରେମ ଅଧୁରା
ଚାଲିଯିବି ତତେ ଛାଡ଼ି, ତୁ ଯଦି କହିବୁ
ଯଉଠି ଥା, ଯେମିତି ଥା ତୁ ମନେ ପଡ଼ିବୁ
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
ଯା'ନା, ଯା'ନା ତୁ ମୋତେ ଛାଡ଼ିକି
Written by: Asad Nizam
instagramSharePathic_arrow_out

Loading...