歌詞

ଆଲୋ ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାରୀ ତୋ ମୁହଁରୁ ସୁନା-ଖରା ପଡୁଛି ଝରି ଆଲୋ-ଆଲୋ, ତୋ ମୁହଁରୁ ସୁନା-ଖରା ପଡୁଛି ଝରି ଆରେ ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାର ଅଳପ ଚାହିଁ, ଅଳପ ଛୁଇଁ କଲୁ ନିଜର ଆରେ, ଅଳପ ଚାହିଁ, ଅଳପ ଛୁଇଁ କଲୁ ନିଜର ତୁ ମେଘ ରାଜାର ଗେଲେହି ଝିଅ ମୁଁ ଫଗୁଣ ଦେଶର ସାଧବ ପୁଅ କେବେ ତୁ କହ ବାଜିବ ଲୋ ଯୋଡ଼ି ମହୁରୀ ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାରୀ ତୋ ମୁହଁରୁ ସୁନା-ଖରା ପଡୁଛି ଝରି ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାର ଅଳପ ଚାହିଁ, ଅଳପ ଛୁଇଁ କଲୁ ନିଜର ଆଲୋ, ଶ୍ରାବଣ ହେଇ ଥିଲା ବଉଦ, ବରଷା ହେଇଗଲା ଚାତକ ହେଇ ଚାହିଁ ବସିଛି, ଛୁଇଁଦେଲେ ତୁ ହେଲା ଏଇ, ଚକରା ହେଇ ଭାବୁଛୁ କାଇଁ ଚାନ୍ଦିନୀ ରାତି ତୋର? ଘଟି ନଥିଲା ଯଉ ଘଟଣା ଘଟିବ ଏଇ ଥର ତୁ ମଥାରେ ଦେଇ ବଉଳ ପାଟ, ନଇଁ-ନଇଁକା ଚାଲିବୁ ବାଟ ବସିବୁ ଆସି ସଯ କରିଛି ଫୁଲ-ସବାରୀ ଏଇ, ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାରୀ ତୋ ମୁହଁରୁ ସୁନା-ଖରା ପଡୁଛି ଝରି ଆରେ-ରେ-ରେ, ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାର ଅଳପ ଚାହିଁ, ଅଳପ ଛୁଇଁ କଲୁ ନିଜର ଯାହା ପାଇଁକି ଯିଏ ତ ଗଢ଼ା ସିଏ ପାଇବ ତାକୁ ତୋ ପାଇଁକି ମନଟା ମୋର ଆଗରୁ ହୁକୁହୁକୁ ହାଏ, ରୂପ ତୋ ଯେବେ ଯାଏ ଝଲସି, ରସଣି ଗାଁ ସାରା ଓଠରୁ ତୋର ହସ ଝରିଲେ ପୃଥିବୀ ଦିଗହରା ଛ' ତିଅଣକୁ ନ'ଟି ଭଜା, ପରଷିଦେବି ହେଇ ଭାରିଜା ଦେହ, ପାଦ ମୁଁ ଘଷିଦେବି ବସି ପାଖରେ ତୋର ଏଇ, ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାର ଅଳପ ଚାହିଁ, ଅଳପ ଛୁଇଁ କଲୁ ନିଜର ଏ, ରାଜ, ରାଜ, ରାଜ, ରାଜ, ରାଜ, ରାଜକୁମାରୀ ତୋ ମୁହଁରୁ ସୁନା-ଖରା ପଡୁଛି ଝରି ଆଲୋ, ତୋ ମୁହଁରୁ ସୁନା-ଖରା ପଡୁଛି ଝରି ଆଲୋ-ଆଲୋ, ତୋ ମୁହଁରୁ ସୁନା-ଖରା ପଡୁଛି ଝରି
Writer(s): Japani Bhai, Tapu Nayak Lyrics powered by www.musixmatch.com
instagramSharePathic_arrow_out