歌詞
(ରସବତୀ ନନୀ ମୋ ପ୍ରେମ-ତୀର ମାଇଲା)
(ହସିଦେଇ କଲା ସେ ଘାଇଲା)
(ରସବତୀ ନନୀ ମୋ ପ୍ରେମ-ତୀର ମାଇଲା)
(ହସିଦେଇ କଲା ସେ ଘାଇଲା)
ଆସିଗଲି ଓଡିଶା ରାଣୀ ତୁ ନେ ରେ ଧନ, ମନ ମୋର କିଣି
ଆସିଗଲି ଓଡିଶା ରାଣୀ ତୁ ନେ ରେ ଧନ, ମନ ମୋର କିଣି
ବେଣୀ ମୁଁ ଛାତି ଦେଲି ରେ
ଗୋଲାପ ମହକି ଗଲା
ଆଖି ମୁଁ ଟେକି ଦେଲି ରେ
ମୋ ପାଇଁ ହଜାରେ ଗଲେ ମରି-ମରି-ମରି ରେ
ହସରେ ମୋ ହସରେ
ହସରେ ମୋ ହସରେ
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
(ରସବତୀ ନନୀ ମୋ ପ୍ରେମ-ତୀର ମଇଲା)
(ହସିଦେଇ କଲା ସେ ଘାଇଲା)
(ରସବତୀ ନନୀ ମୋ ପ୍ରେମ-ତୀର ମଇଲା)
(ହସିଦେଇ କଲା ସେ ଘାଇଲା)
ପ୍ରେମ କାଠଯୋଡ଼ି କୂଳେ ବସିଥିଲି ଧନ ଦିନେ
ଖୋଜୁଥିଲି ପ୍ରେମିକ ଜଣେ
ଜଣେ ନୁହଁ ଲକ୍ଷେ ଆସି ମତେ ଦେଖି ଗଲେ ଫସି
ପ୍ରେମ ବୋମା ଫୁଟିଲା ଧିରେ
ଚାଲି ମୋର ଫୁଲଝଡି ରେ
ଦିୱାଲୀ ଫୋଟକା ଭଳି
ଫୁଟିବା ଆଗରୁ ସବୁ ତ ମୋ ପାଇଁ ହଜାରେ ଗଲେ ମରି-ମରି-ମରି ରେ
ହସରେ ମୋ ହସରେ
ହସରେ ମୋ ହସରେ
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
ଜୁଇ, ଜାଇ, ହେନା, ଚମ୍ପା ଲାଗୁଥିଲେ ସବୁ ଫିକା
ପାଖେ ମୋର ବେରଙ୍ଗୀ ସବୁ
ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ, ମନ ପ୍ରେମ ହୀରାକୁଦ
ହବ ଯଦି ବୁଲେଇ ନବୁ
ରୂପ ମୋ ମହୁ ପିଆଲା ରେ
ଭଅଁରଙ୍କ ଭୀଡ଼ ଭାରି
ପିଇବା ଆଗରୁ ଦେଖୁନ
ମୋ ପାଇଁ ହଜାରେ ଗଲେ ମରି-ମରି-ମରି ରେ
ହସରେ ମୋ ହସରେ
ହସରେ ମୋ ହସରେ
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
ମୋ ହସରେ ଜଳିଲା ପୁନେଇଁ ଜହ୍ନ ନା
ଆରେ ନା, ଆରେ ନା-ନା-ନା
(ରସବତୀ ନନୀ ମୋ ପ୍ରେମ-ତୀର ମଇଲା)
(ହସିଦେଇ କଲା ସେ ଘାଇଲା)
(ରସବତୀ ନନୀ ମୋ ପ୍ରେମ-ତୀର ମଇଲା)
(ହସିଦେଇ କଲା ସେ ଘାଇଲା)
Written by: Rakesh Dash, Somesh Satpathy


