Music Video

I have fall In Love with you | Video Song | Matric Fail | Odia Movie | Anubhav Mohanty | Barsha
Watch {trackName} music video by {artistName}

Credits

PERFORMING ARTISTS
Udit Naryan
Udit Naryan
Performer
Era Mohanty
Era Mohanty
Performer
COMPOSITION & LYRICS
Abhijit Mazumdar
Abhijit Mazumdar
Composer
Dr. Nirmal Nayak
Dr. Nirmal Nayak
Songwriter

Lyrics

ତୋ ପାଖେ ମୋର ମନ ହଜେଇ ମୋ ପାଖେ ଖୋଜେ କାଇଁ ମୁଁ? ମୁଁ? ମୁଁ? ଆଜି ବୁଝିଲି ପ୍ରେମର ମାନେ କି ଯାଦୁ କରିଦେଲୁ ତୁ? ତୁ? ତୁ? ହୋ, ଯାଯାବର ମୁଁ ଭଅଁର ଟିଏ କେଉଁ ଫୁଲ ମୋର ନିଜର ହାଏ? ଆଜି ଯାଏଁ ଜାଣିନାହିଁ ମୁଁ ତାରେରୁ, ତାରେରୁ I am in love with you I am in love with you ହଁ, ତାରେରୁ, ତାରେରୁ I am in love with you I am in love with you ହୁଁ, ତୋ ପାଇଁକି ସତେ ଘର ବାଟେ ମୋର ପ୍ରେମଋତୁ ଗାଉଛି ଗୀତ ହଁ, ତୋ ପାଇଁକି ସତେ ଘର ବାଟେ ମୋର ପ୍ରେମଋତୁ ଗାଉଛି ଗୀତ ସେହି ଗୀତ ଆଜି କହେ ମୋ କାନରେ ତୁ ମୋର ମନର ମିତ ହୋ, ବାଟ ଭୁଲା ମୁଁ ଚଢ଼େଇଟିଏ ଡାକି ନବ ମତେ ପାଖକୁ କିଏ? ଆଜି ଯାଏଁ ଜାଣିନାହିଁ ମୁଁ ହୋ-ହୋ, ତାରେରୁ, ତାରେରୁ I am in love with you I am in love with you ହଁ, ତାରେରୁ, ତାରେରୁ I am in love with you I am in love with you ଏମିତି ତୋ ପ୍ରେମ ଛୁଇଁଦେଲା ମତେ ମୋର ତୋଠି ପାଦ ଖସୁଛି ହୋ, ଏମିତି ତୋ ପ୍ରେମ ଛୁଇଁଦେଲା ମତେ ମୋର ତୋଠି ପାଦ ଖସୁଛି ତୋରି କଥାକୁ ଭାବିଦେଲେ ହାଏ ସପନରେ ମୁଁ ଭାସୁଛି ହୋ, ଭସାମେଘ ଏଇ ଜୀବନ ମୋର କାହା ସପନରେ ତୋଳିବି ଘର? ଆଜି ଯାଏଁ ଜାଣିନାହିଁ ମୁଁ ହା-ହା, ତାରେରୁ, ତାରେରୁ I am in love with you I am in love with you ହୁଁ, ତାରେରୁ, ତାରେରୁ I am in love with you I am in love with you
Writer(s): Abhijit Mazumdar, Dr. Nirmal Nayak Lyrics powered by www.musixmatch.com
instagramSharePathic_arrow_out