Lyrics

ଆକାଶରେ ମେଘ ମୁଁ ମେଘରେ ବରଷା ତୁ ବରଷା, ବିଜୁଳି ମୁଁ ବିଜୁଳି ଚମକ ତୁ Oh my love Oh my love Oh my love My love, my love, my love ପାହାଡି ଝରଣା ମୁଁ ଝରଣାର ନଈ ତୁ ନଈରେ ନଉକା ମୁଁ ନଉକା ନାଉରୀ ତୁ Oh my love Oh my love Oh my love My love, my love, my love ତୋ ମନ, ରୂପା ଜହ୍ନ ଆଜି ଉଇଁ ଆସିଛି ସେ ଜହ୍ନ, ମିଠା ଚିହ୍ନ ମନ ସାରା ଦେଇଛି ତୋ ଆଖି, ସୁନା ପକ୍ଷୀ ମୋତେ ଡ଼ାକି ଆଣିଛି ତା ଡ଼େଣା, ବାଟବଣା ମୋତେ କରିଦେଇଛି ବାଟର ବାଟୋଇ ମୁଁ ବାଟୋଇର ଛାଇ ତୁ ଛାଇର ଠିକଣା ମୁଁ ଠିକଣାର ଶେଷ ତୁ Oh my love (Oh my love) Oh my love (Oh my love) Oh my love (Oh my love) My love, my love, my love (My love, my love, my love) ଏ ଋତୁ, ପ୍ରେମଋତୁ ନୂଆ-ନୂଆ ଲାଗୁଛି ତୋ ଛୁଆଁ, ମିଠା ନିଆଁ ମୋତେ ଜାଳିଦଉଛି ମୋ ହାତେ, ତାରା ସତେ ଆଜି ଧରା ଦେଇଛି ସେ ତାରା, ରାତି ସାରା ନିଦ ଚୋରି କରୁଛି ରାତିର ନିଦଟି ମୁଁ ନିଦରେ ସପନ ତୁ ସପନ ସାଧବ ମୁଁ ସାଧବ ବୋହୁଟେ ତୁ Oh my love (Oh my love) Oh my love (Oh my love) Oh my love (Oh my love) My love, my love, my love (My love, my love, my love) ହେ, ହା ହେ, ହା(ହେ), ହା(ହେ), ହା(ହେ), ହା(ହେ)
Writer(s): Arun Mantry, Malaya Mishra, Pravansu Samanta Ray Lyrics powered by www.musixmatch.com
instagramSharePathic_arrow_out