Lyrics

ରାଗିଗଲେ ତୁ ମନେଇବି ଯାଇ ତୋ ଆଗରେ ରୁଷିଗଲେ ତୁ ବୁଝେଇବି ଯାଇ ତୋ ପାଖରେ ତୁ ଥିଲେ ମୋ ସାଥିରେ ଏ ଦୁନିଆଁଟା ଲାଗେ ଅଛି ରେ ମନଟାବି ହସେ ଖୁସିରେ ତୋତେ ଦେଖିଦେଲା ପରେ, ହୋ ଭଲପାଏ, ପାଏ, ତୋତେ ରେ ଭୁଲିଯାଏ, ଭୁଲିଯାଏ, ମୋତେ ରେ ପାଗଳ ମୁଁ କାଇଁ ତୋ ପାଇଁ ରେ? ଭୁଲିଯାଏ, ଯାଏ, ମୋତେ ରେ ଯେତେ ମାନ ଅଭିମାନ ଥିଲା ସବୁ ଖାଲି ତୋପାଇଁ ମୋ ମନ ଏତେ ଖୁସି ଦେଖି ହୁଏ ତୋତେ କାହିଁ? ଯେତେ ମାନ ଅଭିମାନ ଥିଲା ଯାହା, ସବୁକିଛି ବୋଧେ ଖାଲି ତୋ ପାଇଁ ନିଜଠୁ ବି ବେଶୀ ଭଲପାଏ ତୋତେ ବୁଝିବି ତୁ ଅବୁଝା ହେଉ କାଇଁ? ତୋ ମୁହଁରୁ ମୋ ନାଁଟା ଏତେ ମିଠା କାହିଁ ଲାଗେ ରେ? ମୁଁ ଭାବେ ସେ କଥାଟା ହେଲେ କହି ପାରୁନି କାହିଁକି ଲାଜରେ? ତୁ ଥିଲେ ମୋ ସାଥିରେ ଏ ଦୁନିଆଁଟା ଲାଗେ ଅଛି ରେ ମନଟାବି ହସେ ଖୁସିରେ ତୋତେ ଦେଖିଦେଲା ପରେ ଭଲପାଏ, ପାଏ, ତୋତେ ରେ ଭୁଲିଯାଏ, ଭୁଲିଯାଏ, ମୋତେ ରେ ପାଗଳ ମୁଁ କାଇଁ ତୋ ପାଇଁ ରେ? ଭୁଲିଯାଏ, ଯାଏ, ମୋତେ ରେ ନୀରବତା ତୋର ଯେବେ ମୋ ପାଇଁ ଥାଏ ରେ ଦୂର-ଦୂର ତୋର ଆଖି ମୋତେ କାଇଁ ଲାଗେ ରେ? ସବୁକିଛି ତୁ ଆଜି ମୋ ପାଇଁ ରେ ପ୍ରେମଟା ଜଣାପଡେ ଦୂରେ ଯେବେ କେହି ଥାଏ ରେ ଭଲପାଏ, ପାଏ, ତୋତେ ରେ ଭୁଲିଯାଏ, ଭୁଲିଯାଏ, ମୋତେ ରେ ପାଗଳ ମୁଁ କାଇଁ ତୋ ପାଇଁ ରେ? ଭୁଲିଯାଏ, ଯାଏ, ମୋତେ ରେ
Writer(s): Anshuman Satapathy Lyrics powered by www.musixmatch.com
instagramSharePathic_arrow_out