Lyrics

ହାଏ, ତୋର୍ क़ातिलाना नज़रिया ରାନୀ (ରାନୀ) ମୋତେ hangover କଲା ତୋର୍ ଚାଙ୍କି-ଚାହାନି ଏ दिलरुबा, आजा, ମୋର୍ ଛାତିର୍ heart ବନିଯା (ବନିଯା) ଆରେ ତତେ ବନାମି ମୋର୍ ପ୍ରେମ୍ ରାଇଜର୍ ରାନୀ ମୋର୍ ନାଇଁ ଚଲେ ତୋର୍ ହିରୋଗିରି ଯା' ଆଉ କାହାକେ ଦେଖାବୁ ସିଆନାଗିରି ନାଇଁ ହ ଏତେ ମଲମଲ୍ चाचा ରେ ତୁଇ ଏ, ମୋର୍ गुड़िया-रानी ଶୁନ୍ ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍ ଏ, ମୋର୍ गुड़िया-रानी ଶୁନ୍ ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍ ମୋର୍ नशीली-नशीली अदा କରିଛି ତତେ ରେ फ़िदा Love-fever ତତେ ହେଇ ଯାଇଛେ, ହାଏ ରେ ମୋର୍ शहजादा ଏ ଶର୍ମିଲି-ଶର୍ମିଲି ଆଖି, କହୁଛେ ମୋତେ ରେ ଡାକି First time ଦିୱାନା କରିଦେଇଛେ, ହାଏ, ତୋର୍ ସୁନ୍ଦରୀ ଚାଖି ତୋର୍ ଦିଲର ଧକଠି क़ैद କରି ଦେଖେଇଦେ ମୋତେ ପ୍ରେମର ଛୁରୀ ମୋତେ ଶିଖେଇଦେ ତୋର୍ प्यार ର नियम-कानून ଏ, ମୋର୍ गुड़िया-रानी ଶୁନ୍ ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍ ଏ, ମୋର୍ गुड़िया-रानी ଶୁନ୍ ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍ ତୋର୍ हीरोपंती ଦେଖିକରି ହେଇଗଲି ମୁଇଁ ଦିୱାନୀ ଦିଲଥି ମୋର୍ ଲାଗିଯାଇଛେ ତୋର୍ love ର निशानी ତୋର୍ ଆଖି-ଆଖି ଠରା-ନରା, ଫସିଗଲା ଦିଲ୍ बेचारा ପାସକେ ମୋତେ ଘିଚିନେଉଛେ, ହାଏ, ତୋର୍ love ର ଇଶାରା ଦୁନିଆଁ ନଜରୁ ମୋତେ ଲୁକେଇକରି ତୁଇ ନେଇଯା दुल्हन ବନେଇକରି ମୋତେ ଦେଖେଇଦେ ତୋର୍ प्यार ଵାଲା जुनून ଏ, ମୋର୍ गुड़िया-रानी ଶୁନ୍ ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया, गुड़िया, गुड़िया-रानी ଶୁନ୍ ହଁ, ଶୁନିଦେ ତୋର୍ प्यार ର ଧୂନ୍ ହଁ, ଶୁନିଦେ ତୋର୍ प्यार ଵାଲା ଧୂନ୍
Writer(s): Radhe Gardia, Umesh Bhoi Lyrics powered by www.musixmatch.com
instagramSharePathic_arrow_out