Credits

PERFORMING ARTISTS
Jasaswini
Jasaswini
Vocals
COMPOSITION & LYRICS
Biswaswarup Mohapatra
Biswaswarup Mohapatra
Composer
Manmath Mishra
Manmath Mishra
Composer
Jatindra Pradhan
Jatindra Pradhan
Lyrics
Alekh Biswal
Alekh Biswal
Lyrics

Lyrics

धीमी-धीमी हवा ଚାଲେ, ସିଲିସିଲି ସାରାରା
हौले-हौले बादल ତଳେ, କିଏ କରେ ଇଶାରା?
धीमी-धीमी हवा ଚାଲେ, ସିଲିସିଲି ସାରାରା
हौले-हौले बादल ତଳେ, କିଏ କରେ ଇଶାରା?
ଧୀରେ-ଧୀରେ ଲାଗେ ମୋତେ, ପ୍ରେମ ତାର ନିଆଁରା
କିଏ ମୋତେ ଭଲ ସେ ପାଏ ରେ?
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ (ଉଡ଼ି, ଉଡ଼ି, ଉଡ଼ି)
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ (ଉଡ଼ି, ଉଡ଼ି, ଉଡ଼ି)
ଲମ୍ବା-ଲମ୍ବା ବାଟରେ, ଫଗୁଣର ହାଟରେ
ଉଙ୍କି ମାରେ ସେ ମୋ ଛାତିରେ
ଭରା-ଭରା ଭିଡରେ, ଅଙ୍କା-ବଙ୍କା ମୋଡରେ
ଖୋଜୁଛି ମୁଁ ତାକୁ ସାଥିରେ
ତାର ପ୍ରେମ ଛୁଇଁ ଯାଏ ରେ
ପ୍ରେମ ଛୁଇଁ-ଛୁଇଁ ଯାଏ ରେ
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ (ଉଡ଼ି, ଉଡ଼ି, ଉଡ଼ି)
ମୁଁ ଆଜି ପ୍ରଥମ ଥର ପାଇଲି ପ୍ରେମର ବାସ୍ନା
ସେ अज़नबी ଅଜଣା, ଲାଗେ ରେ ଚିହ୍ନା-ଚିହ୍ନା
ଫୁଲରେ କାକର ପଡି, ମୋ ଦେହେ ପଡୁଛି ଝରି
ହଁ, ଉଭେଇଯାଏ ପୁଣି ଚୁପି-ଚୁପି ଚୋରି-ଚୋରି
ଝୁମା-ଝୁମା ବୟସ ମୋ ଝିଲିମିଲି ଚେହେରା
ମିଠା-ମିଠା ଛୁଆଁରେ ତା କରେ କେତେ ନଖରା
ଧୀରେ-ଧୀରେ ଲାଗେ ମୋତେ ତାବିନା ମୁଁ ଅଧୁରା
କିଏ ଡାକେ ମୋତେ ସେ? ହାଏରେ
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ (ଉଡ଼ି, ଉଡ଼ି, ଉଡ଼ି)
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ (ଉଡ଼ି, ଉଡ଼ି, ଉଡ଼ି)
ମୋର ମନ ଉଡ଼ିଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ
Written by: Alekh Biswal, Biswaswarup Mohapatra, Jatindra Pradhan, Manmath Mishra, Radio Choklate
instagramSharePathic_arrow_out

Loading...