Vídeo musical

Presentada en

Créditos

PERFORMING ARTISTS
Humane Sagar
Humane Sagar
Performer
COMPOSITION & LYRICS
Mrutyunjaya Mishra
Mrutyunjaya Mishra
Lyrics
Sushil Dalai
Sushil Dalai
Composer

Letras

ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ ଏ କଥାବି ମାନିଲି ସହଜେ ସୂର୍ଯ୍ୟକୁ କହିଲୁ ଜହ୍ନ କେମିତି ମାନିବି ଏଇ କଥା ତୋର? କେମିତି ମାନିବି ଏଇ କଥା ତୋର? ନାହିଁ ତୋର ମୋ ପାଇଁ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରସିଲୁ ମୋ ପଲକ ଫାଙ୍କ ଦେଇ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରସିଲୁ ମୋ ପଲକ ଫାଙ୍କ ଦେଇ ଛାତିରେ ସାଇତା ସବୁ ସ୍ମୃତି ତୋର ଛାତିରେ ସାଇତା ସବୁ ସ୍ମୃତି ତୋର ହବ ନାହିଁ କେବେବି ଶୂନ୍ୟ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ଚାଲୁ ଥିଲୁ ସାଥେ-ସାଥେ ଛାଇ ଟିଏ ମୋର ହେଇ ତୁ ଗଲା ପରେ-ପରେ ରହିଛି ତୋ ବାଟ ଚାହିଁ ଚାଲୁ ଥିଲୁ ସାଥେ-ସାଥେ ଛାଇ ଟିଏ ମୋର ହେଇ ତୁ ଗଲା ପରେ-ପରେ ରହିଛି ତୋ ବାଟ ଚାହିଁ ଆଜିବି ବିଶ୍ୱାସ ଅଛି ଦିନେ ତୋର ଆଜିବି ବିଶ୍ୱାସ ଅଛି ଦିନେ ତୋର ବରଷିବ ମୋ ପାଇଁ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ ବାଟ ବଣା ହେଲା ମୋ ପ୍ରେମ
Lyrics powered by www.musixmatch.com
instagramSharePathic_arrow_out