Vídeo musical

To Dhadkan Ra Dhun | Official Full Video | Tu Mo Love Story-2 | Swaraj ,Bhoomika | Tarang Music
Mira el vídeo musical de {trackName} de {artistName}

Presentada en

Créditos

PERFORMING ARTISTS
Ananya Nanda
Ananya Nanda
Performer
Humane Sagar
Humane Sagar
Performer
Swaraj Barik
Swaraj Barik
Actor
Bhoomika Dash
Bhoomika Dash
Actor
Sidhanth Mohapatra
Sidhanth Mohapatra
Actor
Anu Choudhury
Anu Choudhury
Actor
COMPOSITION & LYRICS
Basantraj Samal
Basantraj Samal
Lyrics
Prem Anand
Prem Anand
Composer

Letras

I feel you, I feel you I miss you, I miss you I love yo, I love you ସାଥିରେ, ସାଥିରେ ମୁଁ ହଜି ଯାଇଛି, ହଜି ଯାଇଛି ମୁଁ ଭିଜି ଯାଇଛି, ଭିଜି ଯାଇଛି ତୋ ଭିଜା ଭିଜା ସ୍ମୃତି ରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ଭଲ ପାଇବା ର, ପୃଥିବୀ ଉପରେ ପାଦ ମୋ ଯାଇଛି ପଡି ତୋ ବିନା ଜୀବନ ଚିରା କାଗଜ ଟେ ପବନ ରେ ଯାଏ ଉଡି ତତେ ଭାବୁ ଭାବୁ ତରଳି ଯାଏ ମୁଁ ଯେମିତି ମହମବତୀ ଯେତେ ଦୂରେ ଥିଲେ ତୋ ନିଶ୍ବାସ ରେ ତାତି ଯାଏ ସାରା ରାତି କେବେ ଉଡ଼ି ଯାଉଛି କେବେ ପଡି ଯାଉଛି ମୋର ଏ କି ପରିସ୍ଥିତି ରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ଆଜି କାଲି ଆଉ, ଏକା ରହିବାକୁ ନିଜଠି ବିଶ୍ୱାସ ନାହିଁ ଇଚ୍ଛା ହୁଏ ଖାଲି ବାଟ ଚାଲିବାକୁ ହେଇ ତୋ ଦେହ ର ଛାଇ ଆଜି କାଲି ଆଉ ସ୍ବପ୍ନ ଦେଖିବାକୁ ରାତି ମୋର ଦରକାର ନାହିଁ ଖୋଲା ଆଖି ରେ ବି ସପନ ଆସଇ ତତେ ହିଁ ସାଥି ରେ ନେଇ ମୁଁ ଝରି ଯାଉଛି ମୁଁ ଖେଳି ଯାଉଛି ମୋର ଏକି ଅନୁଭୂତି ରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ ତୋ धड़कन ର ଧୂନ୍, ମୋ ଛାତିରେ
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out