Lyrics

ସକାଳେ ଦବୁ ହୃଦୟ, କରିବା ଗପସପ୍ ସଂଜକୁ ନବୁ ବିଦାୟ, ଫେରିବି ଚୁପଚାପ୍ ସକାଳେ ଦବୁ ହୃଦୟ, କରିବା ଗପସପ୍ ସଂଜକୁ ନବୁ ବିଦାୟ, ଫେରିବି ଚୁପଚାପ୍ ସେଇ ପ୍ରୀତିରେ ମୋର life କଟିଯିବ ହେଲେ ହଉ ତା ପାଇଁ ଆମ break-up, break-up, break-up ତୋ ପ୍ରେମରେ... ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough ଏମିତିକା ମରୁମେଘଟେ ତୁ ତତେ ପାଗଳିଟେ ପରି ନୀତି ଖୋଜେ ମୁଁ ଏମିତିକା ମରୁମେଘଟେ ତୁ ତତେ ପାଗଳିଟେ ପରି ନିତି ଖୋଜେ ମୁଁ ଭଲପାଇ ତତେ ଚାହେଁ ଏମିତି ଫାଶୀ ପାଇବି ମୁଁ ସତେ, ଶେଷ ଇଛା ତୁ ଲାଗେ କଉ ଜନମରେ ତୁ ଥିଲୁ ମୋର ଲାଗେ କଉ ଜନମରେ ତୁ ଥିଲୁ ମୋର ମୋ ଆଖିରେ ରହୁଥିଲୁ ହେଇ गिरफ, गिरफ ତୋ ପ୍ରେମରେ... ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough ଥରୁଟିଏ ହେବି ସାଥୀ ତୋର ହେଲେ ମାଗିବିନି କେବେ ଟୋପେ ସିନ୍ଦୂର ଥରୁଟିଏ ହେବି ସାଥୀ ତୋର ହେଲେ ମାଗିବିନି କେବେ ଟୋପେ ସିନ୍ଦୂର ଇଛା ହେଲେ କରିନେବୁ ତୋ ବଧୂ କେବେ କରିବିନି जाहिर, ମୋ ଅଧିକାର ତତେ ମଲାଯାଏଁ ମୁଁ ରହିବି ରେ ଚାହିଁ ତତେ ମଲାଯାଏଁ ମୁଁ ରହିବି ରେ ଚାହିଁ ସେ ଦିନ ବି ତୋ ପାଇଁ ଥିବ तड़प, तड़प ତୋ ପ୍ରେମରେ... ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ହାଏ ତୋ ପ୍ରେମରେ ଗୋଟେ ଦିନ ମୋ enough
Writer(s): Asutosh, Kumarshree, Sumit Dikshit Lyrics powered by www.musixmatch.com
instagramSharePathic_arrow_out