Music Video

Featured In

Credits

PERFORMING ARTISTS
MrinmayMS
MrinmayMS
Performer
COMPOSITION & LYRICS
MrinmayMS
MrinmayMS
Songwriter
PRODUCTION & ENGINEERING
MrinmayMS
MrinmayMS
Producer

Lyrics

ଏଇ ପବନ ଟା କାଇଁ ମହକୁ ଥାଏ ତୋ ସ୍ପର୍ଶ ଟେ ପାଇଲେ ମୋର ଏଇ ଓଠ ଆପେ ଆପେ ଗାଏ ତୋର ସୁର ଟେ ଶୁଣିଲେ ତୁ ଥିଲେ ପାଖରେ ଏମିତି କାଇଁ ହୁଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ ଆଖି ତୋର କହେ ମତେ କେତେ କଥା ମୁଁ ସବୁ ବୁଝିଯାଏ କିଛି ଅଭୁଝା ରହେନା ସମୟଟା କାଇଁ ଜଣାପଡେ ନାହିଁ ଏସବୁ ସତ ନା ମୋର ମନର କଳ୍ପନା ଅଧିକା ମୁଁ କହିବାକୁ ଚାହେଁ କିନ୍ତୁ କହୁ କହୁ ରହିଯାଏ ତୁ ଥିଲେ ପାଖରେ ଏମିତି କାଇଁ ହୁଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ ଦୂରତା ବଢ଼ିଲେ କାଇଁ ଲାଗୁଚି ଡର ମୋ ପ୍ରେମକୁ ନ ଲାଗୁ କାହା ନଜର ଗୋଟେ ଖୁସି ମାଗିବି ହେ ଈଶ୍ୱର ଆମ ପ୍ରେମ ହେଉ ସାତ ଜନ୍ମର ତୁ ଥିଲେ ପାଖରେ ଏମିତି କାଇଁ ହୁଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ ହୃଦୟର ସ୍ପନ୍ଦନ ବଢିଯାଏ ମୋର ମନ ପ୍ରଜାପତି ଉଡିଯାଏ
Writer(s): Mrinmayms Lyrics powered by www.musixmatch.com
instagramSharePathic_arrow_out