Müzik Videosu

Krediler

PERFORMING ARTISTS
Humane Sagar
Humane Sagar
Performer
Ananya Sritam Nanda
Ananya Sritam Nanda
Performer
Anubhav Mohanty
Anubhav Mohanty
Actor
Sivani Sangita
Sivani Sangita
Actor
Tapas sargharia
Tapas sargharia
Conductor
COMPOSITION & LYRICS
Prem Anand
Prem Anand
Composer
Subrata Swain
Subrata Swain
Lyrics
PRODUCTION & ENGINEERING
Tarang Cine Productions
Tarang Cine Productions
Video Producer

Şarkı sözleri

ସାସା-ପାଗାପା ଗାମାପାଗା-ସାସା-ପାଗାପା ସାସା-ପାଗାପା ଗାପାପାଗା-ପାପା-ଗାପା-ରେଗା ହୋ-ହୋ-ହୋ ହୋ-ହୋ-ହୋ ତୋ ସାଥିରେ ଯେବେ ଦେଖାହୁଏ ସବୁକଥା ମୁଁ ଯେ ଭୁଲିଯାଏ ଆସେ ଯେବେ ଫେରି ଆଉ ଥରେ ଭାରି ଫେରି ଚାହିଁ ରହିବାକୁ ଇଛା ହୁଏ... ତୋ ସାଥିରେ ଯେବେ କଥା ହୁଏ ଧିରେ-ଧିରେ ସବୁ ଭୁଲିଯାଏ କଥା ସରିଗଲେ ଫେରିଗଲା ପରେ ଲାଗେ କିଛି କଥା ବାକି ରହିଯାଏ... ତୋ ସାଥିରେ ଯେବେ ଦେଖାହୁଏ ଧିରେ-ଧିରେ ସବୁ ଭୁଲିଯାଏ ହୁଁ-ହୁଁ-ହୁଁ ହୁଁ-ହୁଁ-ହୁଁ ଭାବୁଛି ମୁଁ ଯେତେଥର ପକେଇବି ପଲକ ଆଖି ତୋର ସେତେଥର କରେ ମତେ କୁହୁକ ଲାଗେ ଆଜି ତୋ ପାଖରେ ଜୀବନଟା ଆରମ୍ଭ ତୋ ବିନା ଜିଇଁବା ଟା ଲାଗୁନାହିଁ ସମ୍ଭବ ହୋ ତୋ ପାଖରେ, ଯେବେ ବସିଥାଏ ଧିରେ-ଧିରେ ସବୁ ଭୁଲିଯାଏ ବେଳ ସରିଗଲେ ଯିବା ପାଇଁ ହେଲେ ପୁଣି ବସି ରହିବାକୁ ଇଛା ହୁଏ... ତୋ ସାଥିରେ ଯେବେ କଥା ହୁଏ ଧିରେ-ଧିରେ ସବୁ ଭୁଲିଯାଏ, ହାଏ (ସା-ସା-ସା-ରେଗା) (ସା-ସା-ସା-ରେଗା) ଆଜିକାଲି ଛିଟା-ଛିଟା ଦେହ ସାରା ରଙ୍ଗୋଲି କେମିତି ରଙ୍ଗ ତୋର କରିଦେଲା ଚଗଲି ଆଜିକାଲି ମିଠା-ମିଠା ଲାଗେ ଏଇ ପୃଥିବୀ ମାଟି ରୁ ଆକାଶ ଯାଏ ସବୁଆଡ଼େ ତୋ ଛବି ତୋ ଆଖିରେ ଯେବେ ଆଖି ଥାଏ କେତେ ସ୍ଵପ୍ନ ଆସି ଲାଖିଯାଏ ଆଖି ଖୋଲିଗଲେ ନିଦ ଭାଙ୍ଗିଗଲେ ପୁଣି ସ୍ଵପ୍ନ ଦେଖିବାକୁ ଇଛା ହୁଏ ହୋ, ତୋ ସାଥିରେ ଯେବେ ଦେଖାହୁଏ ଧିରେ-ଧିରେ ସବୁ ଭୁଲିଯାଏ, ହୋ
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out