Lyrics

ଲାଜକୁରୀ ଓ, ଲାଜକୁରୀ ଲାଜକୁରୀ ଲାଜକୁରୀ ମୋ ଲାଜକୁରୀ ଓ ମୋର୍ गुड़िया-रानी, ଦିଲ୍ କଲୁ ପାନି-ପାନି सुरमा ଲଗା ତୋ नैना, जान ନେଲା दिलजानी (जानी) ଓ ମୋର୍ मजनू ରାଜା, ବନିଯା ମୋ सेहजादा ରିମଝିମ୍ ପ୍ରେମ ବର୍ଷାରେ हौले-हौले ଦିଲ୍ ଭିଜା ଲାଜକୁରୀ ମୋ ଶର୍ମିଲତା ସାତ ରଙ୍ଗି ତୋ ପ୍ରେମର୍ ଛିଟା ଦେହେ ଗଲା ଲାଗି ଏ baby, oh ମୋ baby ଦେଇଦେ ଗୋଟେ प्यार ବାଲା पप्पी ଏ baby, ହଁ, ମୁଁ ତୋ baby ନେଇଯା ଗୋଟେ प्यार ବାଲା पप्पी ରାଜହଂସୀ ତୋର ଚାଲି, ସତେ ମହନି ଲଗେଇଦେଲା ଠୁମକା ଲଗା ତୋ ଲେହେଙ୍ଗା, निंदिया ମୋ ଫୁର୍ କଲା ହଁ, भोला-भाला ତୋ ଚେହେରା, ସତେ ଦିୱାନୀ ବନେଇଦେଲା ମିଷ୍ଟି-ମିଷ୍ଟି ପ୍ରେମ ତୋର heart ମୋର feel କଲା ଆଖି ଆଖି ଯେବେ touch ହେଲା ମନ बेचारा ମୋ पिघली ଗଲା ତୋ କଥା ଭାବି ହେ baby, ମୋ ସୁନା baby ଦେଇଦେ ଗୋଟେ प्यार ବାଲା पप्पी ଏ, ଏ baby, ହଁ, ମୁଁ ତୋ baby ନେଇଯା ଗୋଟେ प्यार ବାଲା पप्पी Naughty-naughty ତୋର ନଖରା, କରୁଚି ରେ ବଦମାସି ପାଉଚି ରେ ଭଲ ତତେ, जान ଠାରୁ ମୋର ବେଶୀ ହେ, ଘାୟଲକଲା ଓ ରେ ସଜନୀ, ତୋ ଛମଛମ୍ पायलिया Heart ତଳେ blast କଲା तेरी बाली उमरिया ରାନୀ ବନେଇଦେ ମୋତେ ତୁ ମନ ଆକାଶେ ତୋର୍ ଜହ୍ନ ହେଇ ମୁଁ ଝଲସୁ ଥିବି ଏ baby, oh ମୋ baby ଦେଇଦେ ଗୋଟେ प्यार ବାଲା पप्पी ଏ baby, ହଁ, ମୁଁ ତୋ baby ନେଇଯା ଗୋଟେ प्यार ବାଲା पप्पी ଏ baby, oh ମୋ baby ଦେଇଦେ ଗୋଟେ प्यार ବାଲା पप्पी ଏ baby, ମୁଁ ତୋ baby ନେଇଯା ଗୋଟେ प्यार ବାଲା पप्पी पप्पी, पप्पी
Writer(s): Abinash Sahoo, Kr Pintu Lyrics powered by www.musixmatch.com
instagramSharePathic_arrow_out