Music Video

ଆହେ ନୀଳଶଈଳ | Ahe Nila Saila | Studio Version | Odia Devotional | Kuldeep Pattanaik | Asad Nizam
Watch {trackName} music video by {artistName}

Credits

PERFORMING ARTISTS
Kuldeep Pattanaik
Kuldeep Pattanaik
Performer
COMPOSITION & LYRICS
Asad Nizam
Asad Nizam
Composer
Bhakta Salabega
Bhakta Salabega
Songwriter

Lyrics

ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନକୁ କର ଦଳନ ଆହେ ନୀଳ ଶଇଳ ଗଜରାଜ ଚିନ୍ତା କଲା, ଥାଇ ଘୋର ଜଳେଣ ଗଜରାଜ ଚିନ୍ତା କଲା, ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି, ଉଦ୍ଧାରିଲେ ଆପଣ ଆହେ ନୀଳ ଶଇଳ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ୟା କଲ ବାରଣ ଆହେ ନୀଳ ଶଇଳ କହେ ସାଲବେଗ ହୀନ, "ଜାତିରେ ମୁଁ ଯବନ" କହେ ସାଲବେଗ ହୀନ, "ଜାତିରେ ମୁଁ ଯବନ" ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ
Writer(s): Asad Nizam Lyrics powered by www.musixmatch.com
instagramSharePathic_arrow_out